ଏକାନ୍ତରେ ସମୟ ବିତାଇବାକୁ ଆସିଥିଲେ : ହତ୍ୟା କଲା ପ୍ରେମିକ

ଜମ୍ମୁ: ହୋଲିରେ ଭେଟିବାକୁ ଆସିଥିବା ବେଳେ ଡାକ୍ତରଙ୍କୁ ହତ୍ୟା କଲେ ପ୍ରେମିକ। ଜମ୍ମୁରେ ଘଟିଛି ଏଭଳି ଘଟଣା। ହୋଲି ଅବସରରେ ଛୁଟି ମିଳିବା ପରେ ଜମ୍ମୁରେ ରହୁଥିବା ପ୍ରେମିକଙ୍କୁ ଦେଖା କରିବାକୁ ଆସିଥିଲେ ପ୍ରେମିକା। ନିଜ ମନର ମଣିଷ ସହ ଟିକିଏ ସମୟ ବିତାଇ ପୁଣି ଥରେ କାମକୁ ଫେରିବେ ବୋଲି ଭାବିଥିଲେ ଡାକ୍ତରାଣୀ। ହେଲେ ପ୍ରେମିକଙ୍କୁ ଦେଖା ହେବା ତାଙ୍କୁ ଏ‌ତେ ଭାରୀ ପଡ଼ିବ ବୋଲି ସେ ଜାଣିନଥିଲେ। … Continue reading ଏକାନ୍ତରେ ସମୟ ବିତାଇବାକୁ ଆସିଥିଲେ : ହତ୍ୟା କଲା ପ୍ରେମିକ